କୋଟିଆ ପରେ ଦେଓମାଳି ଉପରେ ଆନ୍ଧ୍ରର ନଜର ଥିବା ସନ୍ଦେହ ।
ଆନ୍ଧ୍ର ଅଧିକାରୀଙ୍କ ସଦଳବଳେ କୋଟିଆ ଗସ୍ତ,ବିଜୟନଗରମ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ,ପାର୍ବତୀପୁରମ ପିଏ ଆଇଟିଡିଏ,ସାଲୁର ମଣ୍ଡଳର ଅଧିକାରୀମାନେ ଶୁଙ୍କି ଦେଇ କୋଟିଆ ଗସ୍ତ କରିଛନ୍ତି
#Koraput #Deomali #AndhraPradesh #Odisha #ArgusNews