ଚାନ୍ଦବାଲି ଗୋଷ୍ଠୀ ସ୍ବ୍ୟସ୍ଥ୍ୟ କେନ୍ଦ୍ରରେ ସାମ୍ନାକୁ ଆସିଛି ଖୁଲମଖୁଲା ଲାଞ୍ଚ କାରବାରର ଦୃଶ୍ୟ । ମୃତ୍ୟୁ ପ୍ରମାଣପତ୍ର ଦେବା ପାଇଁ ଏହି ବିଭାଗରେ ଥିବା କିରାଣୀ ପ୍ରିୟବ୍ରତ ମିଶ୍ର ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଅର୍ଥ ଆଦାୟ କରୁଥିବା ଅଭିଯୋଗ ।
#ArgusNews #ArgusNewsTV #Odisha #bhadrak #Chandabali #medical #death #cartificet