ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୋବିନ୍ଦ ସାହୁ ସମେତ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କର ସମ୍ପୃକ୍ତି ଥିବାଯୋଗୁଁ ମନ୍ତ୍ରୀଙ୍କର ଗିରଫ ଦାବିସହ ସିବିଆଇ ତଦନ୍ତ ଦାବିରେ ଆଜି ବିଜେପି ରେମୁଣା ଶାଖା ପକ୍ଷରୁ ଶିଳ୍ପାଞ୍ଚଳ ଥାନା ଆଗରେ ଧାରଣାରେ ବସିବା ସହ ଥାନା ଘେରାଉ କରାଯାଇଥିଲା।
#Balasore #MamitaMurderCase #JusticeForMamita #GovindSahu #CaptainDibyashankarMishra #BJP #Protest #Odisha #ArgusNews