#ବଙ୍ଗୋପସାଗରରେ_ଘୂର୍ଣ୍ଣିବଳୟ_ସୃଷ୍ଟି
#୧୮ଜିଲ୍ଲାକୁ_ୟେଲୋ_ୱାର୍ଣ୍ଣିଂ
ପୁଣି ବର୍ଷିବ। ୧୮ଟି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା । ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ । ଅନ୍ୟପଟେ ଉପରମୁଣ୍ଡରେ ବର୍ଷା କମିଥିବାରୁ ହୀରାକୁଦର ୨୮ଟି ଗେଟରୁ ୨୪ଟି ଗେଟ ବନ୍ଦ କରାଯାଇଛି ।
#weather #BayOfBengal #rain #flood #Hirakud #Odisha #ArgusNews