#ସ୍ଲୋଗାନରେ_ରହିଗଲା_ସରକାରଙ୍କ_ମୁଣ୍ଡ_ଉପରେ_ପକ୍କା_ଘର_ବନ୍ୟା_ବାତ୍ୟାକୁ_ନାହିଁ_ଡର'
ଘର ଖଣ୍ଡିକ ପାଇଁ ନେହୁରା ହେଉଛନ୍ତି ହିତାଧିକାରୀ….ଓ୍ବାର୍କ ଅର୍ଡର ପାଇବା ପରେ ବି ଟଙ୍କା ମିଳୁନି I ଅଧାରେ ଅଟକିଲା ଘର ନିର୍ମାଣ... ସରକାରୀ ବାବୁଙ୍କ କଥାରେ ପଡ଼ି ହିତାଧିକାରୀ ଭାଙ୍ଗି ଦେଲେ ଝାଟିମାଟି ଘର..ଏବେ ବର୍ଷା କାକରରେ ପଡ଼ିଛନ୍ତି ହିତାଧିକାରୀ...
#ArgusNews #Odisha #Malkangiri CMO Odisha #awasyojana