ଦୋକାନ ସଟରରେ ହାତ ମାରିଲା ବାଜିବ ସାଇରନ । ମୋବାଇଲକୁ ଯିବ ଫୋନ କଲ । ଏଭଳି ଏକ ଅଲାରାମି ଡିଭାଇସ ଆସିଛି କଟକ ବଜାରକୁ । ଯାହାର ମୂଲ୍ୟ 2 ହଜାର ଟଙ୍କାରୁ ଆରମ୍ଭ ହୋଇ 6 ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି
#Cuttack #Alarming #loot #siron #ArgusNews