ବୃତ୍ତିରେ ଶିକ୍ଷକ । ହେଲେ ନିଶା ତାଙ୍କର ପତିତପାବନଙ୍କ ମୂର୍ତ୍ତି ଗଢିବା । ସେ ଯୁଗର ଶବର ରାଜା ବିଶ୍ବାବସୁଙ୍କ ଭଳି ଏଯୁଗର ଆଉ ଜଣେ ଶବର…. ଜଗା ପ୍ରେମରେ ବାନ୍ଧି ହୋଇପଡିଛନ୍ତି । ଶ୍ରଦ୍ଧା, ଭକ୍ତି ଓ ବିଶ୍ବାସ ନେଇ ଗଢି ଚାଲିଛନ୍ତି ମହାପ୍ରଭୁଙ୍କ ମୂର୍ତ୍ତି...
#ArgusNews #Odisha #ArgusNewsTv #Rayagada #Gunupur #Teacher