ଚାରିଆଡେ ଘଞ୍ଚ ଜଙ୍ଗଲ । ମଝିରେ ବୁଡାଦରିଂ ଗାଁ । ବିକାଶ ବାଟ ହୁଡିଛି। ପଡୁନି ସରକାରଙ୍କ ନଜର । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକରେ ଥିବା ଏହି ଗାଁକୁ ଦେଖିଲେ । କେତେ ଅବହେଳିତ ଏମାନେ ଜଣାପଡେ॥
#Kalahandi #madanpur #RoadProblem #WaterProblem #PeopleProblem #Odisha #ArgusNews