#ଡିଭାଇଡ଼ର_ଉପରେ_ଝୁଲିଲା_ବିଧାୟକଙ୍କ_କାର !
ନିଶା ଶକ୍ତ ଅବସ୍ଥାରେ ଗାଡି ଚଳାଉଥିବା ସମୟରେ ଡିଭାଇଡ଼ର ଉପରକୁ ଗାଡି ଚଢ଼େଇଦେଲେ ଗାଡି ଚାଳକ । ମାଷ୍ଟର କ୍ୟାଣ୍ଟିନରୁ ସିଧା ବିଧାନସଭା ଅଭିମୁଖେ ଯାଉଥିବା ବେଳେ ଡିଭାଇଡ଼ର ଭାଙ୍ଗି ଡିଭାଇଡ଼ର ଉପରେ ଝୁଲୁଛି ବିଧାୟକଙ୍କ ସ୍କରପିଓ
#Bhubaneswar #Scorpio #CarAccident #MLA #rameshjena #drinkanddrive #Odisha #ArgusNews