ଓୟୁଏଟି ଓ ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଢେଙ୍କାନାଳ ସଦର ବ୍ଲକ ପାତ୍ରଭାଗ ଗ୍ରାମରେ ଏକ କୃଷକ ପ୍ରଦର୍ଶନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ପାରମ୍ପରିକ କୃଷି ପ୍ରଣାଳୀର ବଳଦ ଟଣା ଉନ୍ନତ ମାନ ର କୃଷି ଯନ୍ତ୍ରପାତି ର ବ୍ୟବହାର ସମ୍ପର୍କ ରେ ଆଲୋଚନା କରାଯାଇଥିଲା
#Dhenkanal #OUAT #Agriculturalmachinery #CenterforAgriculturalSciences #Odisha #ArgusNews