#ତପସ୍ଵିନୀଙ୍କୁ_ହାଇକୋର୍ଟଙ୍କ_ନୋଟିସ୍
ଡିମ୍ପଲ-ସୁମିତ ପାରିବାରିକ ବିବାଦ। ତପସ୍ଵିନୀ ଓ ତାଙ୍କ ବାପାଙ୍କୁ ହାଇକୋର୍ଟଙ୍କ ନୋଟିସ୍। ତପସ୍ଵିନୀ ଓ ତାଙ୍କ ବାପାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ। ସେହିପରି ସବିଶେଷ ତଥ୍ୟ ପ୍ରଦାନ ପାଇଁ ବ୍ରହ୍ମପୁର ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
#Dimpal #Sumit #TapaswiniDas #BramhaNagar #MatrimonialDispute #ArgusNews