#ସମବାୟ_ବିଭାଗରେ_ବିଗ୍_ସ୍କାମ୍
#ମନ୍ତ୍ରୀ_ରାଜାଙ୍କ_ବିଭାଗରେ_ବାଜିଲା_ବାଜା
ନିଜ ଭାଇଙ୍କ ସୁରକ୍ଷା ଦେଇ ଏବେ ଚର୍ଚ୍ଚାରେ ରାଜ୍ୟ ସରକାରଙ୍କ ସମବାୟ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ହୋଇଛି ବଡ ଧରଣର ଦୁର୍ନୀତି । ଆଉ ଦୁର୍ନୀତି କରିଥିବା ବ୍ୟକ୍ତି ତ୍ରିଶୁଳିଆ ଛକରେ କିଣିଛନ୍ତି ଜମି । ଏମିତି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ ସମବାୟ ମନ୍ତ୍ରୀ ଡା.ଦାମୋଦର ରାଉତ ।
#SamabayaScam Ranendra Pratap Swain Damodar Rout #Athagarh