ନିର୍ବାଚନ ରଣାଙ୍ଗନରେ ମୁହାଁ ମୁହିଁ ନେତା । କିଏ ବିକାଶ କଥା କହୁଛି ତ କିଏ ବିନାଶ କଥା କହୁଛି । ସମସ୍ତେ ଭେଟ ହାତେଇବା ପାଇଁ ପ୍ରସ୍ତୁତ । ଦେଖନ୍ତୁ ଭଦ୍ରକ ଜିଲ୍ଲା ବାସୁଦେବପୁର ସାନକୃଷ୍ଣପୁର ପଞ୍ଚାୟତରେ ବିକାଶ କେତେ ସତ କେତେ ମିଛ ।
#Bhadrak #basudevpur #panchayatelection #Vote #politics #Publicissue #ArgusNews