#ନିର୍ଯାତିତ_କୁକୁରକୁ_ଉଦ୍ଧାର_କଲା_ବିଙ୍ଗ_ଆନିମଲ
ସମ୍ବଲପୁର ମୁଦିପଡା ଲେବର କଲୋନିର ଜଣେ ଯୁବକ ଟାଇଗର ନାମକ ଗୋଟିଏ କୁକୁର କୁ ଦିର୍ଘ ୨ ମାସ ଧରି ଚେନରେ ଗୋଟିଏ ସ୍ଥାନରେ ବାନ୍ଧି ରଖିଥିଲା। କୁକୁର ଟି ଛଟପଟ ହେବା ଓ କାନ୍ଧିବା ଶବ୍ଦ ଆଖପାଖ ଲୋକ ଶୁଣିବା ପରେ ବିଙ୍ଗ ଆନିମଲ କୁ ଖବର ଦେଇଥିଲେ । ପରେ କୁକୁରଟି ଉଦ୍ଧାର ହୋଇଛି।
#Sambalpur #Dogrescued #BingAnimals #Odisha #ArgusNews