#ନୟାଗଡ଼ରେ_ଅନ୍ଧାରି_ଶାସନ !
ନୟାଗଡରେ ଦୁର୍ନୀତି ବିରୁଦ୍ଧରେ ମୁହଁ ଖୋଲିବା ମନା । କୌଣସି ଦୁର୍ନୀତି ବିରୁଦ୍ଧରେ ସ୍ବର ଉତ୍ତୋଳନ କଲେ ହରାଇବାକୁ ପଡୁଛି ପଦ। ପୂର୍ବରୁ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ପରୀ ମାମଲାରେ ମୁହଁ ଖୋଲି ପଦ ହରାଇଥିବା ବେଳେ ଏବେ ଭାପୁର ବ୍ଲକ ଅଧ୍ୟକ୍ଷା ପାୱାରଫୁଲ ବିଜେଡି ନେତାଙ୍କ ବିରୁଦ୍ଧରେ ମୁହଁ ଖୋଲି ହରାଇଛନ୍ତି ପଦ
#ArgusNews #Odisha #Nayagarh #Corruption #BJD #Bhapur