#ନୟାଗଡ଼ର_ବହୁଚର୍ଚ୍ଚିତ_ପରୀ_ମୃତ୍ୟୁ_ମାମଲା
ନୟାଗଡ଼ ଚିଲଡ୍ରେନସ କୋର୍ଟରେ ଚାଲିଛି ଶୁଣାଣି ଓ ସାକ୍ଷ୍ୟ ଗ୍ରହଣ l ବିଜେଡି ନେତା ବାବୁଲି ନାୟକର ୨ ଘନିଷ୍ଠ ସହଯୋଗୀ ଦୁର୍ଯ୍ୟୋଧନ ପ୍ରଧାନ ଓ ଚରଣ ପ୍ରଧାନ ଚିଲଡ୍ରେନ କୋର୍ଟରେ ପହଁଚି ମାମଲାର ଏକମାତ୍ର ସାକ୍ଷୀ ରୂପେ ନିଜର ସାକ୍ଷ୍ୟ ଦେଉଛନ୍ତି l
#Nagda #pari #justiceforpari #childrencourt #babulinayak #Odisha #ArgusNews