#ପଢ଼ିବାର_ମଜା_ବାଣ୍ଟୁଛନ୍ତି_ବୋଲଗଡ଼ର_ବହି_ଅଜା !
ବହି ପଢିବା ଓ ସଂଗ୍ରହ କରିବାର ଆଗ୍ରହ ତାଙ୍କୁ ଦେଇଛି ନୁଆଁ ଏକ ପରିଚୟ । ନବେ ଦଶକରୁ ବ୍ୟକ୍ତିଗତ ପ୍ରଚେଷ୍ଠାରେ ବହି ସଂଗ୍ରହ ଓ ପାଠାଗାରଟିଏ କରି ଗାଁରେ ବହି ଅଜା ଭାବେ ଉତ୍ତରପିଢ଼ିଙ୍କ ପ୍ରିୟ ହୋଇପାରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଆରିକମାର ବଂଶୀଧର ପଣ୍ଡା
#ArgusNews #Odisha #GoodNews #Khordha #Bolgada #Bookman #Library