ଆଜି ପବିତ୍ର ମହଳୟା। ବିଏମସି ଗାଇଡଲାଇନ ଅନୁଯାୟୀ ଆଜି ବିନ୍ଦୁସାଗର ପୁରା ଫାଙ୍କା ପଡିଥିବା ବେଳେ ଏହାର ପଛ ପଟେ ଅନେକ ଲୋକ ପିଣ୍ଡ ଦାନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ବ୍ରାହ୍ମଣ ପେଟ ପାଟଣା ବଞ୍ଚାଇବା କଥା କହିଥିବା ବେଳେ ଲୋକେ କହିଛନ୍ତି ଗୋଟେ ଦିନ ଆମେ ଦୂରତା ବଜାୟ ରଖି ପିଣ୍ଡଦାନ କରୁଛୁ।
#Mahalaya #bmcguidelines #socialdistance #BinduSagar #PitruPaksha #Odisha #ArgusNews