ସିଂହଦ୍ୱାରରେ ରୁଣୁଝୁଣୁ ହୋଇ ବାଜି ଯାଉଛି ନୁପୁର । ରସିକିଆ କାଳିଆ ଠାକୁରଙ୍କ ପାଇଁ ଛନ୍ଦି ହେଇଯାଉଛି ପାଦ । ଭାବଭଙ୍ଗୀରେ ଫୁଟି ଉଟୁଛି କାଳିଆ ପ୍ରେମ । ନୃତ୍ୟ ମାଧ୍ୟମରେ କାଳିଆ ଠାକୁରଙ୍କ ପାଖରେ ଭକ୍ତି ଅର୍ପଣ କରୁଛନ୍ତି ଏହି ଯୁବତୀ ଜଣକ ।
#Puri #jagannathtemple #Singhadwara #dance #Odisha #ArgusNews