ଆସନ୍ତା 19 ତାରିଖରେ ଭାରତର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ଓଡିଶା ଗସ୍ତରେ ଆସୁଛନ୍ତି । ତେବେ ଓଡିଶା ଗସ୍ତରେ ଆସିବା ପରେ ଦୁଇ କେନ୍ଦ୍ରମନ୍ତ୍ରୀ ପୁରୀ ଜିଲ୍ଲାକୁ ଆସି ଜନ ଆର୍ଶୀବାଦ ଲୋଡିବାର କାର୍ଯ୍ୟକ୍ରମ ରହିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଜିଲ୍ଲାରେ ରେଳପଥ ବିକାଶ ଉପରେ ମଧ୍ୟ କିଛି ପ୍ରସ୍ତାବ ଦିଆଯିବ ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ କୁହାଯାଇଛି
#ArgusNews #Odisha #Puri #BJP #PressMeet Dharmendra Pradhan #aswinivaishnav