ପ୍ରାର୍ଥୀ ପତ୍ର ଦାଖଲ ବେଳେ ଦୁଇ ଗୋଷ୍ଠି ମଧ୍ୟରେ ହାତାହାତି । ତ୍ରୀସ୍ତରିୟ ପଂଚାୟତ ନିର୍ବାଚନର ଚତୁର୍ଥ ଦିନ ଅର୍ଥାତ ଗତକାଲି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଦାରୁଭଦ୍ରା ପଂଚାୟତ କାର୍ଯ୍ୟାଳୟ ପରିସରରେ ।
#PanchayatElections #nomination #ATTACK #police #Odisha #ArgusNews