#ଫିକା_ପଡିଲା_ନୁଆ_ବର୍ଷର_ପ୍ରଥମ_ଦିନ
#ଖାଲି_ପଡ଼ିଛି_ପିକନିକ_ସ୍ପଟ
ଚଳିତ ବର୍ଷର ଆଜି ପ୍ରଥମ ଦିନରେ ଫିକା ପଡିଛି ନୂଆ ବର୍ଷର ସେଲିବ୍ରେସନ । ଖାଲି ପଡ଼ିଛି ପିକନିକ ସ୍ପଟ ଯେଉଁ ସ୍ଥାନରେ ପୂର୍ବରୁ ଲୋକଙ୍କ ଭିତରେ ଚାଲି ଥାଏ ଭୋଜି ଭାତ ର ଆସର । ସେହି ସ୍ଥାନରେ ଗୁଡିକ ଏବେ ଖାଲି ପଡ଼ିଛି ।
#Odisha #ArgusNews #picnic #Bhubaneswar