#ଫେଲ_ମାରିଲା_ରାଜ୍ୟ_ସରକାରଙ୍କ_ମୋ_ସାଇକେଲ_ଯୋଜନା।
କବାଡିଆ ଖାନାରେ ଗଦା ହୋଇଛି ୧୫୦ରୁ ଉର୍ଦ୍ଧ୍ବ ସାଇକେଲ। ପ୍ରଦୂଷଣ ମୁକ୍ତ କରିବାକୁ ଆରମ୍ଭ ହୋଇଥିବା ଏହି ଯୋଜନାକୁ ଅଢେଇ ବର୍ଷ ହୋଇଗଲାଣି । କିନ୍ତୁ ରକ୍ଷଣା ବେକ୍ଷଣା ଅଭାବରୁ 5 କୋଟି ଅର୍ଥ ବ୍ୟୟ ହୋଇଥିବା ଏହି ଯୋଜନା ଏବେ କବାଡି ଖାନାରେ
#ArgusNews #Odisha #ArgusNewsTV #BMC #Mo_Cycle #OdishaGovt