ବଜାରକୁ ନୂଆ କରି ଆସିଛି ମସକ୍ୟୁଟୋ ଲ୍ୟାମ୍ପ୍ । ଯାହାର ଚାହିଦା ଏବେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ମସକ୍ୟୁଟୋ ଲ୍ୟାମ୍ପ୍ରେ ନାହିଁ କୈାଣସି କ୍ଷତିକାରକ ବସ୍ତୁ । ମସକ୍ୟୁଟୋ ଲ୍ୟାମ୍ପକୁ ପସନ୍ଦ କରୁଛନ୍ତି ଲୋକେ ।
#MosquitoKillerlamp #Effective #market #noharmfulchemicals #ArgusNews