ସମୁଦ୍ର ଉପକୂଳବର୍ତୀ ଭଦ୍ରକ ଜିଲ୍ଲା ବାସୁଦେବପୁର ଗାଁ ଲୋକଙ୍କ ଦୁଃଖ ଦୁର୍ଦଶା ।ବାତ୍ୟା ଚାଲି ଯାଇଛି ହେଲେ ଏବେ ବି ଲୋକ ପାଣି ଘେରରେ । 2 ଦିନ ଧରି ଲୋକ ଭୋକ ଉପାସରେ ରହିଛନ୍ତି । ଗୋରୁ ଗାଈ ବି ନାନା ଅସୁବିଧାର ସମୁଖୀନ ହେଉଛନ୍ତି ।
#ArgusNews #ArgusTv #ArgusNewsTv #Odisha #Bhadrak #Basudevpur #Yaas_Cyclone