ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗଙ୍କ ପିସି । କହିଲେ ଦଳୀୟ ସଂଗଠନ ପାଇଁ 3 ଦିନିଆ ଓଡିଶା ଗସ୍ତରେ ଆସିଛି । ବିଜେପି ସରକାର ଲୋକଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆସିଛି । ସବୁଜ ଜାଳେଣିର ପ୍ରାବଧାନ କରି ମୋଦି ସରକାର ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି
#ArgusNews #Odisha #ArgusNewsTV #BJP #PressMeet