ବିଦେଶୀ ଅପରାଧୀଙ୍କୁ ସେଠାକାର ସରକାରଙ୍କ ହାତରେ ଧରାଇ ପ୍ରସଂଶିତ ହୋଇଛନ୍ତି କନ୍ଧମାଳର ୧୫ ବର୍ଷର ଦଶମ ଶ୍ରେଣୀର ଛାତ୍ର ସୌମ୍ୟରଂଜନ ସାହୁ । ସୌମ୍ୟଙ୍କ ଉଦ୍ୟମରୁ ସରକାରୀ ଅର୍ଥ ଲୁଟ କରୁଥିବା ସାଇବର ଅପରାଧୀମାନେ ଧରା ପଡିଛନ୍ତି ଓ ଅନୁଦାନ ପାଣ୍ଠିର ସୁରକ୍ଷା ହୋଇପାରିଛି । ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀର ଛାତ୍ର ତଥା ଯୁବ ଏଥିକାଲ ହ୍ୟାକର ସୌମ୍ୟ ବିଦେଶରେ ବଢ଼ାଇଛନ୍ତି ଦେଶ ମାଟିର ଗୌରବ ।
#CyberCrime #Expert #CyberCrimeExpert #ArgusNews #Kandhamal