#ରାଜକନିକାରୁ_ରାଜଧାନୀ_ରାଜରାସ୍ତା
ଥମୁନି ଖରସ୍ରୋତା ଆନ୍ଦୋଳନ.... କେନ୍ଦ୍ରାପଡ଼ା ରାଜକନିକାରୁ ରାଜଧାନୀର ରାଜରାସ୍ତାରେ ଶୁଭିଲା ଖରସ୍ରୋତା ବଞ୍ଚାଓ ସ୍ବର । ଆନ୍ଦୋଳନକାରୀଙ୍କ ଦାବି, ପାଣି ଦେବାରେ ଆପତ୍ତି ନାହିଁ କିନ୍ତୁ ପାଣି ସଂରକ୍ଷିତ ରଖିବାକୁ ବ୍ୟାରେଜ ହେବା ଦରକାର। ସେହିପରି ବିଧାନସଭାରେ ଖରସ୍ରୋତା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ବିଧାୟକ I
#Kendrapada #Odisha #Khorosrota #CMOOdisha #Congress