କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ହୋଇଛି । ବୋମାମାଡ଼ ନେଇ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ମିଟିଂ ସାରି ଫେରୁଥିବାବେଳେ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ବାଇକରେ ଆସି 2 ଦୁର୍ବୃତ୍ତ 2ଟି ବୋମାମାଡ଼ କରିଥିଲେ ଯାହା ଫଳରେ କି ତାଙ୍କ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । କେଉଁଥିପାଇଁ ଦୁର୍ବୃତ୍ତ ବୋମାମାଡ଼ କଲେ ତାହା ଜଣାପଡ଼ିନାହିଁ ।
#MLA #MohanMajhi #mlacar #policestation #bomberstruck #Keonjhar #Odisha #ArgusNews