#ବିପଦସଙ୍କୁଳ_ଅବସ୍ଥାରେ_ଚାଲିଛି_ପାଠପଢା
ଉପାନ୍ତ ଅଞ୍ଚଳରେ ଉଚ୍ଚଶିକ୍ଷାର ବିକଳ ଚିତ୍ର । ନା ଅଛନ୍ତି ଆନୁସାଙ୍ଗିକ ଶିକ୍ଷକ, ନା ଅଛି ଶ୍ରେଣୀଗୃହ । ଏପରିକି ହାଇସ୍କୁଲ ନିର୍ମାଣକୁ ଦୀର୍ଘ ୩୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରୁନାହିଁ । ଫଳରେ ଶିକ୍ଷାରୁ ବଞ୍ଚିତ ଦୁର୍ଗମ ଛାତ୍ରଛାତ୍ରୀ ।
#Rayagada #BissamCuttack #DurgamaOdisha #SchoolIssue #Education #Studentissue #ArgusNews