ସ୍ଗାଧିନତାର ୭୫ ବର୍ଷ ପରେବି ଗାଁକୁ ନାହିଁ ଯୋଗାଯୋଗର ମାଧ୍ୟମ । ବିପଦ ପୂର୍ଣ୍ଣ ଭାବେ ନଦୀ ପାର ହୋଇ ଯାତାୟତ କରୁଛନ୍ତି ୧୦ ଖଣ୍ଡ ପଂଚାୟତର ଅଧିବାସୀ । ବର୍ଷା ଦିନେ ଭରା ନଦୀରେ ଦେଶୀ ଡଙ୍ଗା ଓ ଖରାଦିନେ ନଦୀ ଗର୍ଭରେ ବିପଦ ପୂର୍ଣ୍ଣ ଯାତାୟତ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।
#Jajpur #Bijusetu #bridgework #construction #Roadproblem #transportationissues #Publicissue #ArgusNews