ସାରା ରାଜ୍ୟରେ ଏବେ ଲକଡାଉନ ଚାଲିଛି । ଫଳରେ ବହୁ ଦିନମଜୁରୀଆ ଏବେ ନିଜର ଜୀବକା ହରାଇଛନ୍ତି । ହେଉଛନ୍ତି।ଏହାକୁ ଦୃଷ୍ଟି ଦେଇ ଆଜି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ନନ୍ଦୁର ପଞ୍ଚାୟତ ଅଧିନ ନନ୍ଦୁର ଆଦିବାସୀ ସାହିରେ ସ୍ଥାନୀୟ ବ୍ଲକ ସାଦିକପୁର ସ୍ୱେଚ୍ଛାସେବୀ ସଂଘଠନର ସଦସ୍ୟମାନେ ଶୁଖିଲା ଖାଦ୍ୟ ଏବଂ ମାକ୍ସ ବଣ୍ଟନ କରିଛନ୍ତି
#ArgusNews #Odisha #NewsChannel #ArgusNewsTV #Balasore #Khaira #Social_Service