#ଲୋକଙ୍କୁ_ସିଧାସିଧା_ଲୋଭନୀୟ_ଅଫର_ଦେଉଛନ୍ତି_ନେତା
#ଭୋଟ_ନାହିଁ_ତ_ଯୋଜନା_ନାହିଁ_ବିଜେଡିର_ଫତୱା
ବିବାଦରେ ବିଜେଡି ନେତାଙ୍କ ଭୂମିକା । କେତେବେଳେ ଭୋଟରଙ୍କୁ ମନାଇବା ପାଇଁ ଟଙ୍କାର ଲୋଭ ଦେଖାଉଛନ୍ତି ତ ଆଉ କେତେବେଳେ ନାଲିଆଖି । ସରକାରୀ ଯୋଜନାକୁ ନିଜର ସମ୍ପତ୍ତି ଭାବେ ଧରି ଭୋଟରଙ୍କୁ ଡରାଇ ଧମକାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଆଉ ସେପଟେ ଏମଏଲଏ ଲ୍ୟାଡ ଫଣ୍ଡକୁ ପ୍ରଚାରରେ ଲଗାଇ ଚର୍ଚ୍ଚାକୁ ଆସିଛନ୍ତି ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ସ୍ବାମୀ ।
#PanchayatElection2022 #Odisha #ArgusNews #PramilaMallik #Panchayat