#ବିଶ୍ବ_ଦେଖିବ_ଓଡ଼ିଆ_ବିରତ୍ବର_କାହାଣୀ
#ଓଡ଼ିଆ_ବୀରତ୍ବର_ବଡ଼_ଶୋ
ଓଡ଼ିଶା ଲଢ଼ିଥିଲା ଦେଶର ପ୍ରଥମ ବ୍ରିଟିଶ ବିରୋଧୀ ସଶସ୍ତ୍ର ସଂଗଠିତ ସ୍ବାଧୀନତା ସଂଗ୍ରାମ । ଓଡ଼ିଶାର ମହାନ ପାଇକ ବୀର ଘୋଡାଚଢ଼ା, ସାଞ୍ଜୁ ପିନ୍ଧା ଓ ଖଡ୍ଗ ହସ୍ତ ବକ୍ସି ଜଗବନ୍ଧୁଙ୍କର ମୂର୍ତ୍ତି ଶିବାଜୀ ମହାରାଜଙ୍କ ସମକକ୍ଷ । ଏବେ ଓଡ଼ିଆ ବୀରଙ୍କ କାହାଣୀକୁ ନେଇ ଖୁବ ଶୀଘ୍ର ଆସୁଛି ମେଗା ଧାରାବାହିକ 'ବିଦ୍ରୋହୀ' I
#bidrohi #Odisha #StarPlus #freedomfighters Dharmendra Pradhan Narendra Modi #bakshijagabandhu