ଜଗତସିଂହପୁର ଜିଲ୍ଲା ସଦର ସ୍ଥିତ ଜନ ଶିକ୍ଷଣ ସଂସ୍ଥାନ ପରିସରରେ ବିଶ୍ୱ ଯୁବ ଦକ୍ଷତା ଦିବସ ଓ ସ୍ୱଚ୍ଛତା ପକ୍ଷ ପାଳିତ କରାଯାଇଛି । କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଆନୁକୂଲ୍ୟରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥାର ନିର୍ଦେଶକ କିଶୋର କୁମାର ସାମଲ,ବିଶିଷ୍ଟ ପରିବେଶବିତ ଉତ୍କଳ ରଂଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।
#ArgusNews #ArgusNewsTV #Odisha #Jagatsinghpur #WorldYouthSkillsDay