#ବିସ୍ଥାପିତଙ୍କୁ_ରାଜ୍ୟ_ସରକାରଙ୍କ_ବିଦ୍ରୁପ
#ହଜାର_ହଜାର_ମତ୍ସ୍ୟଜୀବୀ_ପରିବାର_ସହ_ପ୍ରବଞ୍ଚନା
ନା ମିଳୁଛି ଡଙ୍ଗା, ନା ମିଳୁଛି ଜାଲ । ମାଲକାନଗିରି ଜିଲ୍ଲାରେ 1977 ମସିହାରେ ବାଲିମେଳା ଜଳଭଣ୍ଡାର ହେବା ପରେ ଅଧିକାଂଶ ଲୋକେ ନିଜ ଚାଷ ଜମି ହରାଇ ମାଛ ଧରି ନିଜର ଜୀବିକା ନିର୍ବାହ କରୁଛନ୍ତି ।
#ArgusNews #Odisha #Malkangiri #WaterReservoir #Farmland