ପାଠପଢ଼ା ସାରି ପରିବାର କଥା ବୁଝିବା ବୟସରେ ଦୁଇ ଦିବ୍ୟାଙ୍ଗ ପୁଅ ବୁଢା ବାପା ମାଙ୍କ ଜୀବନକୁ କରିଦେଇଛନ୍ତି ଦୁର୍ବିଶହ । ସେମାନଙ୍କ ଚିକିତ୍ସାରେ ସବୁ କିଛି ସ୍ବାହା କରି ବୁଢା ବାପା ମା' ଆଜି କାଙ୍ଗାଳ । ଅଧିକ ଚିକିତ୍ସା ପାଇଁ ଖୋଜୁଛନ୍ତି ସରକାରୀ ଓ ବଦାନ୍ୟଙ୍କ ସାହାଯ୍ୟ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ତଣ୍ଡିପୁର ଗ୍ରାମର ଧୋବା ପ୍ରଧାନଙ୍କ ପରିବାର ସହାୟତା ଅପେକ୍ଷାରେ ।
#ArgusNews #Odisha #ganjam #handicaped #twosons #dhobapradhan #needhelp #patrapur