କେଉଁଠି ବିଭାଗର ଶୋଷଣ ପଦାକୁ ଆସିଛି ତ ଆଉ କେଉଁଠି ଶକ୍ତିମନ୍ତ୍ରୀଙ୍କ ଅପାରଗତା ପଦାକୁ ଆସିଛି । ବିନା ବିଜୁଳି ସଂଯୋଗରେ ମୟୁରଭଞ୍ଜରେ ଲୋକଙ୍କ ପାଖକୁ ହଜାର ହଜାର ଟଙ୍କାର ବିଜୁଳି ବିଲ୍ ଆସିଥିବା ବେଳେ କଳାହାଣ୍ଡିରେ ଲୋକଙ୍କ ପାଇଁ ସ୍ବପ୍ନ ପାଲଟିଛି ବିଜୁଳି ସଂଯୋଗ
#ArgusNews #Odisha #NewsChannel #ArgusNewsTV #Electricity #Mayurbhanja