ନା ଟେଣ୍ଡର ହୋଇଛି, ନା ନାମ ଫଳକ ଲାଗିଛି । କିନ୍ତୁ କୋଟି କୋଟି ଟଙ୍କାର କାମ ଚାଲିଛି । କାମ ନାଁରେ ମହାଦୁର୍ନୀତିର ଅଭିଯୋଗ ଆସିଛି ଭଦ୍ରକ ସହରରୁ ।ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମଠୁ ଆରମ୍ଭ କରି ପୌର ସଂସ୍ଥା ପର୍ଯ୍ୟନ୍ତ । ବିଭିନ୍ନ ବିଭାଗରେ ବିନା ଟେଣ୍ଡରର କାମ ଚାଲିଥିବା ଅଭିଯୋଗ ହୋଇଛି ।
#Bhadrak #allegations #corruption #investigate #Odisha #ArgusNews