ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ପୁଣି ପାଞ୍ଚବର୍ଷ ପାଇଁ ନୂତନ ସରପଞ୍ଚ ନିର୍ଵାଚିତ କରିବେ ଭୋଟର । ହେଲେ ପୂର୍ବତନ ସରପଞ୍ଚ ପଂଚାୟତ ବାସୀଙ୍କ ପାଇଁ କରିଛନ୍ତି କ'ଣ? ସରକାରୀ ଯୋଜନା କେତେ ଲୋକଙ୍କ ପାଖରେ ପଂହଁଚିଛି । ଆସନ୍ତୁ ଦେଖିବା ଗଞ୍ଜାମ ଜଗନ୍ନାଥପ୍ରସାଦ ବୁଡୁରୁଙ୍ଗୁ ପଞ୍ଚାୟତରୁ ଏହି ରିପୋର୍ଟ
#Ganjam #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews