#ବିଜେଡିକୁ_ଭୋଟ୍_ଦିଅ_ନ_ହେଲେ_ଭାଙ୍ଗିବ_ଘର
#ପଂଚାୟତ_ନିର୍ବାଚନ_ଆଗରୁ_ଗଜପତିରେ_ବିଜେଡିର_ଗୁଣ୍ଡାଗର୍ଦ୍ଦି !
#ଧମକ_ପଛରେ_ଅତନୁ_ତିରୁପତିଙ୍କ_ମାଷ୍ଟର_ପ୍ଲାନ
ଗଜପତି ଜିଲ୍ଲା କାଶୀନଗରର ହାଡୁଭାଙ୍ଗି ଗାଁ ଲୋକେ ଏବେ ଚିନ୍ତାରେ । ଦଶନ୍ଧି ଦଶନ୍ଧି ଧରି ରହୁଥିବା ଏଇ ଭିଟାମାଟି ଛାଡିବାକୁ ନୋଟିସ ଦେଇଛି ଜିଲ୍ଲା ପ୍ରଶାସନ । ଠିକ୍ ପଂଚାୟତ ନିର୍ବାଚନ ପୂର୍ବରୁ ଅଚାନକ୍ ଏ ନୋଟିସ ଗାଁ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଗାଁଲୋକେ ଅଭିଯୋଗ କରିଛନ୍ତି ଏହା ପଛରେ ରହିଛି ଶାସକ ଦଳର ନେତା ଓ କର୍ମୀ ।
#Gajapati #Hadubhangi #village #complain #panchayatelections #BJD #RulingParty #OdishaCM #Odisha #ArgusNews