#ମନରେଗା_କାର୍ଯ୍ୟ_ମହାଦୁର୍ନିତି_ଅଭିଯୋଗ
ଭଲ ରାସ୍ତାକୁ ମରଣଯନ୍ତା ସଜେଇ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ହୁମ୍ବର ଗ୍ରାମରୁ ଆସିଲା ମନରେଗାରେ ଦୁର୍ନୀତିର ଚିତ୍ର । ଭଲ ରାସ୍ତାରେ ପୋଖରୀର ପଙ୍କ ପକାଇ ଭାଗବାଣ୍ଟ କରି ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା ଏବେ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ ।
#Ganjam #Chhatrapur #MGNREGAscam #Corruption #RoadProblem #Odisha #ArgusNews