ମାହାଙ୍ଗା ଡବଲ୍ ମର୍ଡର ପ୍ରସଙ୍ଗରେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ଘେରିଲେ ବିରୋଧୀ । ବିଧାନସଭା ଭିତରେ ବିରୋଧୀ ବିଜେପି ବହିଷ୍କାର ଦାବି କରି ଗୃହରେ ହଟ୍ଟଗୋଳ କରିଥିବାବେଳେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ବି ବର୍ଷିଛି ।
#MahangaDoubleMurder #Odisha #PratapJena #OdishaLegislativeAssembly #ArgusNews