କଳାହାଣ୍ଡିର ଝିଅ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବୀରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୬ ଘଣ୍ଟିଆ ହରତାଳ ପୁରୀରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସ ପକ୍ଷରୁ ପିକେଟିଂ କିମ୍ବା ଜୋରଜବରଦସ୍ତ ବନ୍ଦ ପାଳନ କରାଯାଇନଥିଲା ।
#Puri #Congress #MamitaMeherCase #JusticeForMamita #DibyaShankarMishra #Odisha #ArgusNews