ମମିତାଙ୍କୁ ନ୍ୟାୟ ପାଇଁ ଜଳୁଛି ଓଡ଼ିଶା । ମମିତାଙ୍କୁ ନ୍ୟାୟ ଦାବିରେ ଆଜି କ୍ୟାପିଟାଲ ଥାନାରେ ଏଫଆଇଆର ଦେବ ବିଜେପି । ଏନେଇ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଙ୍କ ପ୍ରତିକ୍ରୟା ।
#JusticeForMamita #Mamitamurdercase #MamitaMeher #Gobindasahu #captaindibyashankarmishra #BJPProtest #Odisha #ArgusNews