ମମିତାଙ୍କୁ ନ୍ୟାୟ ଦାବିରେ ଗର୍ଜିଲା ଛାତ୍ର କଂଗ୍ରେସ
କେବେ ମିଳିବ ମମିତାଙ୍କ ପରିବାରକୁ ନ୍ୟାୟ ?
ରାଜଧାନୀର ରାଜରାସ୍ତାରେ ଗର୍ଜିଲା କଂଗ୍ରେସ। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ସହ ମମିତାଙ୍କ ପରିବାରକୁ ନ୍ୟାୟ ଦାବି। ସେପଟେ କଟକରେ ବି ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ।
#Congress #CongressProtest #Kalahandi #MamitamurderCase #JusticeForMamita #Odisha #ArgusNews