#ମହିଳା_ମହାସଂଘରେ_ମହାଘୋଟାଲା
#ଭଦ୍ରକ_ଇରମ_ପଞ୍ଚାୟତରେ_ବଡ଼_ଦୁର୍ନୀତି
#ସଭାପତି_ଓ_ସଂପାଦକଙ୍କ_ଖାଇଛନ୍ତି_୧୯_ଲକ୍ଷ_ଟଙ୍କା !
ଭଦ୍ରକରେ ଇରମ ମହିଳା ମହାସଂଘର ମହାଘୋଟାଲା । ସଂଘର ସଭାପତି ଓ ସଂପାଦକଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଶାସକ ଦଳ ଲିଙ୍କ୍ ଥିବାରୁ ଖାଇଗଲେ ୧୮ ଲକ୍ଷ ୮୦ ହଜାର ଟଙ୍କା । ସବୁଠୁ ବଡ଼ କଥା ହେଉଛି, ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ । କିନ୍ତୁ ଆରଟିଆଇ ତଥ୍ୟ ଖୋଲିଦେଲା ଦୁର୍ନୀତିର ପୋଲ୍ ।
#Bhadrak #IramMahilaMahasanghar #allegations #Corruption #RTI #Odisga #ArgusNews