#ମାଛ_ଖାଇବ_ଇଲିସି_ଆଉ_ଚାକିରୀ_କରିବ_ପୋଲିସ
ନିକଟରେ ବେଆଇନ ବାର ଖୋଲିବା ଅଭିଯୋଗରେ ଚାକିରୀରୁ ବହିସ୍କୃତ ହୋଇ ଗିରଫ ହୋଇଥିବା କନେଷ୍ଟବଲ ପ୍ରସନ୍ନ ବେହେରା । ପ୍ରସନ୍ନ ଗିରଫ ପରେ ଆଜି ଭୋର ସମୟରେ ପ୍ରସନଙ୍କ ଘର ସମେତ ସରକାରୀ ବାସ ଭବନ ରେଡ଼ ମାରିଛି ଭିଜିଲାନ୍ସ ।
#bhubaneswar #prasannabehera #CONSTABLE #Santosha #vigilanceraid #Odisha #ArgusNews