#ମୂର୍ତ୍ତିରେ_ଲାଗି_ପାରିବନି_ରାସାୟନିକ_ରଙ୍ଗ
#ଯିଏ_ନିୟମ_ଭାଙ୍ଗିବ_ଦୁଇ_ବର୍ଷ_ପାଇଁ_ହେବ_ବ୍ୟାନ୍
ପାର୍ବଣକୁ ଦୃଷ୍ଟିରେ ରଖି କୋଠର ହେଲା ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ । ଚଳିତ ବର୍ଷ ପୂଜା ମଣ୍ଡପରେ ବ୍ୟବହାର ହୋଇପାରିବନି ଅର୍ମୋକୁଲ କିମ୍ବା କାତର ପଦାର୍ଥ । କେବଳ ଏତିକି ନୁହେଁ ମୂର୍ତ୍ତୀରେ ରଙ୍ଗ ଦେବା ବେଳେ କେମିକାଲ ବ୍ୟବହାର ଉପରେ ମଧ୍ୟ ବାରଣ କରାଯାଇଛି । ଏହି ନିୟମର ଖିଲାଫ ହେଲେ ଆସନ୍ତା ଦୁଇ ବର୍ଷ ପାଇଁ ପୂଜା ଆୟୋଜନକୁ ବେନ କରାଯିବ ବୋଲି ଚେତାଇ ଦେଇଛି ବୋର୍ଡ
#BBSR #Festival #Chemicaldyes #Odisha #ArgusNews