କଟକ ବନଖଣ୍ଡ ଡାଳିଯୋଡ଼ା ବନାଞ୍ଚଳ କାଳିଆଆମ୍ବ ଜଙ୍ଗଲରେ ଏକ ହରିଣକୁ କିଛି ଲୋକ ଧରିବା ସହିତ ପଥରରେ ଛେଚି ମାରିଥିବା ଘଟଣାରେ ବନବିଭାଗ ୨ଜଣଙ୍କୁ ଅଟକ ରଖିଛି । ଦୁର୍ବୃତ୍ତ ମାନେ ହରିଣକୁ ମାରି ଲୁଚାଇ ଦେଇଥିଲେ ମଧ୍ୟ ସେ ହରିଣର ରକ୍ତ ଓ କିଛି ମାଂସ ପାଇଥିଲେ ।
#forestdepartment #Kaliamba #killed #deer #Cuttack #capture #stoning #Odisha #ArgusNews